ନ୍ୟାସନାଲ କନଫରେନ୍ସ ନେତାଙ୍କ ବିବାଦୀୟ ବୟାନ : କଶ୍ମୀର ପଣ୍ଡିତ ନିଜ ଇଚ୍ଛାରେ ଛାଡ଼ିଥିଲେ ଭିଟାମାଟି

ନୂଆଦିଲ୍ଲୀ : ବିବେକ ଅଗ୍ନିହୋତ୍ରୀଙ୍କ ଚଳଚ୍ଚିତ୍ର ‘ଦି କଶ୍ମୀର ଫାଇଲ୍ସ’କୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜାରି ରହିଛି। ଏହି ଚଳଚ୍ଚିତ୍ର ପୁଣିଥରେ ୧୯୯୦ ମସିହାରେ କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ପାଶବିକ ଅତ୍ୟାଚାର ଓ ଗଣହତ୍ୟାର କ୍ଷତକୁ ଜୀବନ୍ତ କରିଦେଇଛି। କିନ୍ତୁ ଏହି ଚଳଚ୍ଚିତ୍ରକୁ ନେଇ ଦେଶରେ ରାଜନୀତି ମଧ୍ୟ ଜାରି ରହିଛି। ଆଜି ନ୍ୟାସନାଲ କନଫରେନ୍ସ(ଏନସି)ର ଜଣେ ବରିଷ୍ଠ ନେତା ମୁସ୍ତାଫା କମାଲ ଏକ ବିବାଦୀୟ ବୟାନ … Continue reading ନ୍ୟାସନାଲ କନଫରେନ୍ସ ନେତାଙ୍କ ବିବାଦୀୟ ବୟାନ : କଶ୍ମୀର ପଣ୍ଡିତ ନିଜ ଇଚ୍ଛାରେ ଛାଡ଼ିଥିଲେ ଭିଟାମାଟି